ମହାକାଳପଡା : ଲୁଣା ନଦୀରେ ବୁଡି ଗଲେ ଦୁଇ ଜଣ ନାବାଳିକା। ଶନିବାର ସକାଳୁ ୨ଜଣ ନାବାଳିକା ସାଙ୍ଗ ହୋଇ ନଦୀରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଥିଲା। ଦୁଇ ଜଣ ବୁଡିଯାଉଥିବା ବେଳେ ଜଣଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ। ଅନ୍ୟ ଜଣେ ନିଖୋଜ ନାବାଳିକାକୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ।
Popular Categories



