www.samajalive.in
Saturday, December 6, 2025
16.1 C
Bhubaneswar

ମହାଶିବରାତ୍ରୀରେ ଶନି-ବୁଧ ଚଳନ: ଏହି ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ, ହେବେ ମାଲାମାଲ୍‌, ମିଳିବ ଚାକିରି

ଚଳିତ ବର୍ଷ ମହାଶିବରାତ୍ରୀ ୨୬ ଫେବୃଆରୀ ବୁଧବାର ପାଳନ କରାଯିବ । ଏହି ଦିନ ଭଗବାନ ଶିବଶଙ୍କରଙ୍କର ଉପାସନା କରାଯାଇଥାଏ । ପ୍ରଭୁଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଚଳିତ ବର୍ଷର ଶିବରାତ୍ରୀ ଖୁବ୍‌ ଖାସ୍‌ ବୋଲି କୁହାଯାଏ । କାରଣ ଏହି ପର୍ବର ଠିକ୍‌ ଗୋଟିଏ ଦିନ ପରେ ଶନି ଓ ବୁଧ ରାଶି ପରିବର୍ତ୍ତନ କରିବେ । ୨୭ ଫେବୃଆରୀରେ ଶନି କୁମ୍ଭ ରାଶିରେ ଅସ୍ତ ହେବେ । ସେହି ସମୟରେ ବୁଧ ମଧ୍ୟ ମୀନ ରାଶିରେ ଚଳନ କରିବେ । ଏହି ୨ ଗ୍ରହଙ୍କ ଚଳନ କାରଣରୁ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ବେଶ ସକରାତ୍ମକ ଫଳ ମିଳିବ । ଜାଣନ୍ତୁ କେଉଁ କେଉଁ ରାଶି ଭାଗ୍ୟଶାଳୀ ହେବେ..

ବୃଷ- ଶନି ଓ ବୁଧଙ୍କ ଚଳନ ହେତୁ ବୃଷ ରାଶି ବ୍ୟକ୍ତି ବିଶେଷ ଲାଭବାନ୍‌ ହେବେ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ଆୟରେ ବୃଦ୍ଧି ହେବ । ବ୍ୟବସାୟରେ ଉନ୍ନତି ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

- Advertisement -

ମିଥୁନ- ମନପସନ୍ଦର ଚାକିରି ମିଳିବ । ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ । ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ ।

କୁମ୍ଭ- ବ୍ୟବସାୟୀଙ୍କୁ ଏହି ସମୟରେ ଖୁବ୍‌ ଲାଭ ମିଳିବ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ଅଟକି ଥିବା ସମସ୍ତ କାମ ପୂରଣ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ଏଥର ମହାଶିବରାତ୍ରୀରେ ମହାସଂଯୋଗ: ଏହି ରାଶିଙ୍କୁ ମାଲାମାଲ୍‌ କରିବେ ପ୍ରଭୁ ଶିବଶଙ୍କର, ହେବେ ଭାଗ୍ୟଶାଳୀ

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories