ଏଥର ମହାଶିବରାତ୍ରୀରେ ମହାସଂଯୋଗ: ଏହି ରାଶିଙ୍କୁ ମାଲାମାଲ୍ କରିବେ ପ୍ରଭୁ ଶିବଶଙ୍କର, ହେବେ ଭାଗ୍ୟଶାଳୀ
ମହାଶିବରାତ୍ରୀ ହିନ୍ଦୁ ପରମ୍ପରାର ବଡ ପର୍ବ। ଏହି ପର୍ବ ଚର୍ତୁଦଶୀ ତିଥିରେ ପାଳନ କରାଯାଏ। ମାନ୍ୟତା ଅନୁଯାୟୀ,ଏହି ଦିନ ଭଗବାନ ଶିବ ଓ ମା’ପାର୍ବତୀଙ୍କ ବିବାହ ହୋଇଥିଲା। ଚଳିତ ବର୍ଷର ମହାଶିବରାତ୍ରୀ ୨୬ ଫେବୃଆରୀ ବୁଧବାର ପାଳନ କରାଯିବ। ଏହି ଦିନ ପ୍ରଭୁ ଶିବ ଶଙ୍କରଙ୍କ ଆରାଧନା ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ ବୋଲି କୁହାଯାଏ। ଏହି ଦିନ ବ୍ରତ ପାଳନ କରାଯାଏ । ଗରୁଡ, ପଦ୍ମ, ସ୍କନ୍ଦ, ଶିବ, ଅଗ୍ନି ପୁରାଣରେ ମହାଶିବରାତ୍ରୀର ମହିମାର ବିଶେଷ … Continue reading ଏଥର ମହାଶିବରାତ୍ରୀରେ ମହାସଂଯୋଗ: ଏହି ରାଶିଙ୍କୁ ମାଲାମାଲ୍ କରିବେ ପ୍ରଭୁ ଶିବଶଙ୍କର, ହେବେ ଭାଗ୍ୟଶାଳୀ
Copy and paste this URL into your WordPress site to embed
Copy and paste this code into your site to embed