www.samajalive.in
Tuesday, November 18, 2025
16.1 C
Bhubaneswar

ଖଣ୍ଡାଧାରୀ ଯୁବକଙ୍କ ଆତଙ୍କରାଜ: ଆକ୍ରମଣରେ ବିଜେପି କର୍ମୀ ଆହତ

ରଙ୍ଗେଈଲୁଣ୍ଡା : ଗୋଳନ୍ଥରା ଥାନା ଅଞ୍ଚଳରେ ଖଣ୍ଡାଧାରୀ ଯୁବକଙ୍କ ଆତଙ୍କରାଜ। ଖଣ୍ଡା ଆକ୍ରମଣରେ ୬ ଜଣ ଯୁବକ ଆହତ ହୋଇଥିବାବେଳେ ୪ ଦୋକାନ ଘର ଭାଙ୍ଗିଯାଇଛି। ଆକ୍ରମଣରେ ବିଜେପି ର ପୂର୍ବତନ ମଣ୍ଡଳ ସଭାପତି ସନତ କୁମାର ନାୟକ ,ବିଜେପି କର୍ମୀ ସଲିପ ପାତ୍ର,ସୁନିଲ କୁମାର ସାମଲ ଓ ହଳଦିଆପଦର ର ଫାଷ୍ଟ ଫୁଡ୍ ଦୋକାନୀ ବାବୁଲା ପାଳ  ଓ ଚିକେନ ଦୋକାନୀ ହ୍ରଦ ଉମରଙ୍କ ସମେତ ଅନ୍ୟ ଜଣେ ଆହତ ହୋଇଛନ୍ତି। ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories