www.samajalive.in
Sunday, December 14, 2025
23.1 C
Bhubaneswar

ଏହି ବାରରେ ମା’ ଲକ୍ଷ୍ମୀଙ୍କୁ କରନ୍ତୁ ପୂଜା, ମିଳିବ କୃପା

ଶୁକ୍ରବାରକୁ ମା’ ଲକ୍ଷ୍ମୀଙ୍କ ଦିନ କୁହାଯାଇଥାଏ। ତେଣୁ ଏହିଦିନ ମା ଲକ୍ଷ୍ମୀଙ୍କ ପୂଜାକୁ ବିଶେଷ ମହତ୍ୱ ଦିଆଯାଇଥାଏ। ପାର୍ବତୀ ମାତାଙ୍କୁ ଲକ୍ଷ୍ମୀଙ୍କ ଅବତାର ବୋଲି କୁହାଯାଇଥାଏ। ତେଣୁ ଏହିଦିନ ମା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଶୁଭ ଫଳ ମିଳିଥାଏ। ଘରେ ସୁଖ ସମୃଦ୍ଧି ବଢିଥାଏ। ଧନର ଅଭାବ ଦୂର ହୋଇଥାଏ। ଶୁକ୍ରବାର ଦିନ ବିଶେଷ ଭାବେ ମା ଲକ୍ଷ୍ମୀଙ୍କ ପୂଜା କରିବାର ଉପାୟ ଜାଣନ୍ତୁ ..
ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଧଳା ପୋଷାକ ପିନ୍ଧି ଯେକୌଣସି ଶିବ ମନ୍ଦିର ଯାଇ ପୂଜା କରନ୍ତୁ।
ଘରେ ମାଆ ଲକ୍ଷ୍ମୀଙ୍କ ସମ୍ମୁଖରେ ଶୁଦ୍ଧ ଘିଅର ଦୀପ ଜଳାନ୍ତୁ। ପଦ୍ମ ଫୁଲ ଚଢାନ୍ତୁ। ପୂଜା କରିବା ସମୟରେ ମନରେ ଭକ୍ତି ରଖି ପୂଜା କରିବା ଉଚିତ।
ପୂଜା କରି ସାରିବା ପରେ ମା ଲକ୍ଷ୍ମୀଙ୍କ ମନ୍ତ୍ର ପାଠ କରନ୍ତୁ। ମନ୍ତ୍ର ପାଠ କରିବା ସମୟରେ ସର୍ବଦା ଉତ୍ତର ଦିଗକୁ ମୁହଁ କରିବା ଉଚିତ।
ଘରେ ପ୍ରସ୍ତୁତ କରିଥିବା ଭୋଗକୁ ପ୍ରସାଦ ରୂପେ ମାଆ ଲକ୍ଷ୍ମୀଙ୍କ ସମ୍ମୁଖରେ ରଖନ୍ତୁ। ଭୋଗ ଲଗାଇ ସାରିବା ପରେ ଘରର ସମସ୍ତ ସଦସ୍ୟଙ୍କୁ ଦିଅନ୍ତୁ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories