୫ ବର୍ଷ ବଢ଼ିଲା ଏଲଟିଟିଇ ଉପରେ ନିଷେଧାଦେଶ

ଡେସ୍କ: କେନ୍ଦ୍ର ସରକାର ଲିବରେସନ ଟାଇଗରସ ଅଫ ତାମିଲ ଇଲମ – ଏଲଟିଟିଇର ଉପରେ ଏହି ନିଷେଧାଦେଶକୁ ଆଉ ପାଞ୍ଚ ବର୍ଷ ବୃଦ୍ଧି କରିଛନ୍ତି। ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ଏଲଟିଟିଇର କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Comments are closed.