www.samajalive.in
Saturday, December 6, 2025
14.1 C
Bhubaneswar

ସିକୋ ଫାଣ୍ଡି ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି 

ବେଗୁନିଆ : ବେଗୁନିଆ ବ୍ଲକ ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଠାରେ ଥିବା ଫାଣ୍ଡି ପାଖ ପଡିଶାଘରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ନଗଦ ୫ ହଜାର ଟଙ୍କା ଚୋରି ହୋଇଥିବାର ସିକୋ ଫାଣ୍ଡିରେ ଅଭିଯୋଗ ହୋଇଛି ।
ସିକୋ ଫାଣ୍ଡି ନିକଟରେ ଘର କରି ରହୁଥିବା ମାନସକୁମାର ମହାରଣାଙ୍କ ପରିବାର ଲୋକମାନେ ଗତକାଲି ରାତିରେ ଖାଇ ଶୋଇବା ପରେ ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ତାଙ୍କର ବାଡ଼ି ପଟ କବାଟ ଏବଂ ଗ୍ରୀଲ ଭାଙ୍ଗି ସମସ୍ତେ ଶୋଇଥିବା କୋଠରୀ ଭିତରେ ପଶିଥିଲେ। କୌଣସି କେମିକାଲ ସୁଙ୍ଘ।ଇ ଘର ଭିତରେ ଥିବା ଆଲମୀରା ଚାବି ନେଇ  ପ୍ରାୟ ୧୨ ଭରି ଓଜନ ର ସୁନା ଗହଣା ସହିତ ନଗଦ ୫ ହଜାର ଟଙ୍କା ନେଇ ଆଲମୀରା ଚାବି ପକାଇ ଆଣିଥିବା ସ୍ଥାନରେ ଥୋଇ ଫେରାର ହୋଇ ଯାଇଛନ୍ତି ।  ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories