BJD Bijuli 480×75 Mob

ଯୋୖନ ନିର୍ଯାତନା ଭିଡିଓ ମାମଲା – ବିଜେପି ସମର୍ଥିତ ସାଂସଦ ପ୍ରାର୍ଥୀ ପ୍ରଜ୍ଜ୍ୱଲ ରେବନ୍ନାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି

BJD Bijuli 480×75 Mob

ଡେସ୍କ: ଏକାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ହାସନର ଫେରାର ସାଂସଦ ପ୍ରଜ୍ଜ୍ୱଲ ରେବନ୍ନାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି। ଜର୍ମାନୀରେ ଥିବା ରେବନ୍ନା ଭାରତର ଯେକୌଣସି ଇମିଗ୍ରେସନ ପଏଣ୍ଟରେ ପହଞ୍ଚିବା ପରେ ତାଙ୍କୁ ଅଟକ ରଖାଯିବ।

ମେ’ ୫ରେ ନିଟ୍ ୟୁଜି ପରୀକ୍ଷା, ଆସିଲା ହଲ୍ ଟିକେଟ୍

Comments are closed.