nua o banner

ରେଳବାଇରେ ସୌର ଇଞ୍ଜିନ ବ୍ୟବହାର ବିଷୟକୁ ଖଣ୍ଡନ କଲେ ରେଳମନ୍ତ୍ରୀ

BSKY banner  750×100

ନୂଆଦିଲ୍ଲୀ: ବିଶ୍ୱର କେତେକ ଦେଶରେ ରେଳବାଇରେ ସୌରଚାଳିତ ଇଞ୍ଜିନ କରାଯାଉଥିବା ବେଳେ ଭାରତରେ ଡିଜେଲ ଓ ବିଦ୍ୟୁତ୍‍ ଚଳିତ ଇଞ୍ଜିନ ସ୍ଥାନରେ ସୌରଚାଳିତ ଇଞ୍ଜିନ ବ୍ୟବହାର ହେବା ନେଇ କୌଣସି ପ୍ରସ୍ତାବ ନ ଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ଲୋକସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ ଏହା କହିଛନ୍ତି।

ପର୍ଯ୍ୟାୟ କ୍ରମେ ଡିଜେଲ ଓ ବିଦ୍ୟୁତ୍‍ ଚାଳିତ ଇଞ୍ଜିନଗୁଡ଼ିକୁ ପ୍ରତ୍ୟାହାର କରିବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ଡିଜେଲ ଓ ବିଦ୍ୟୁତ ଚାଳିତ ଇଞ୍ଜିନ ଗୁଡ଼ିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିନେବା ବିଷୟରେ କେବେ ଚିନ୍ତା କରାଯାଇ ନାହିଁ।

Comments are closed.