ଦିନ ୧୨ଟା – ମୁଖ୍ୟ ଖବର (୧୭ ମେ ୨୦୨୧)

ଦେଶ/ବିଦେଶ ଖବର

କୋଭିଡ ଜିନୋମ ମ୍ୟାପିଂ ଫୋରମ୍‌ରୁ ଶାହିଦ ଜମୀଲଙ୍କ ଇସ୍ତଫା

-ଗୁଜରାଟରେ ଭୂକମ୍ପର ଝଟକା ଅନୁଭୂତ

– ଡିଆରଡିଓ ଔଷଧ ୨-ଡିଜିର ଶୁଭାରମ୍ଭ କଲେ ରାଜନାଥ ଓ ହର୍ଷବର୍ଦ୍ଧନ

– ମେକ୍ସିକୋର ଏଣ୍ଡ୍ରିଆ ମେଜା ବ୍ରହ୍ମାଣ୍ଡ ସୁନ୍ଦରୀ, ଶ୍ରେଷ୍ଠ ୫ରେ ଭାରତର ଏଡଲିନ୍‌ କାଷ୍ଟଲିନା

– ପ୍ରଧାନମନ୍ତ୍ରୀଙ୍କୁ ଯଶବନ୍ତ ସିହ୍ନାଙ୍କ ଆକ୍ଷେପ, ଟିକା କୂଟନୀତି କରି ମୋଦି ଏବେ ବିଶ୍ୱନେତା ପାଲଟି ଯାଇଛନ୍ତି

– ଦୀର୍ଘ ଦିନ ପରେ ୩ ଲକ୍ଷ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା; ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ନୂଆ ସଂକ୍ରମିତ ଚିହ୍ନଟ ଏବଂ ୪,୧୦୬ ମୃତ

– ବିଶ୍ୱର କ୍ଷୁଦ୍ରତମ ରୋପଣଯୋଗ୍ୟ ଚିପ୍‍ ପ୍ରସ୍ତୁତ, ଛୁଞ୍ଚି ଅଗରେ ରହିଯାଇପାରିବ; ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରିବାକୁ ସମର୍ଥ

prayash

– ୟୁଏଫଓକୁ ଠାବକଲା ଆମେରିକୀୟ ଜାହାଜ; ସମୁଦ୍ର ଜଳରାଶିରେ ଅଦୃଶ୍ୟ ହୋଇଗଲା

– ନୂଆ ଭାରିଆଣ୍ଟ ପାଇଁ ଫଳପ୍ରଦ ହେଉଛି କୋଭାକ୍ସିନ

– ଇସ୍ରାଏଲ-ଗାଜା ପରିସ୍ଥିତିକୁ ନେଇ ଇସଲାମୀୟ ରାଷ୍ଟ୍ରସମୂହର ଜରୁରୀ ବୈଠକ

– ଚୀନରୁ ଆସିଲା ୩୬୦୦ ଅମ୍ଳଜାନ ସାନ୍ଦ୍ରକ

ରାଜ୍ୟ ଖବର

କରୋନାରେ ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

– ରାଜ୍ୟରେ ୨୪ ଘଣ୍ଟାରେ ୧୦୭୫୭ ନୂଆ ସଂକ୍ରମିତ ଚିହ୍ନଟ; କଟକରୁ ସର୍ବାଧିକ ୯୭୩
 ରାଜ୍ୟରେ ଦିନକରେ ଆଉ ୨୨ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।

– ବଦଳିବ ଦ୍ୱିତୀୟ ପାନ ଟିକାକରଣ ନିୟମ

– କେବେ ଶୀର୍ଷ ଛୁଇଁବ ଆକଳନ କରିବା କଷ୍ଟ: ଜନସ୍ୱାସ୍ଥ୍ୟ ନିର୍ଦେଶକ

kalyan agarbati

Comments are closed.