www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର (୨୫ ମେ ୨୦୨୧)

ଦେଶ/ବିଦେଶ ଖବର

– ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୯୬ ହଜାର ୪୨୭ କରୋନା ସଂକ୍ରମିତ ଚିହ୍ନଟ, ୩୫୧୧ ମୃତ

- Advertisement -

– ବର୍ନାର୍ଡ ଆର୍ନଲ୍ଟ ବିଶ୍ୱର ସବୁଠୁ ଧନୀ, ଜେଫ୍‍ ବେଜୋସଙ୍କୁ ପଛରେ ପକାଇଲେ

– ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ନିଖୋଜ

ରାଜ୍ୟ ଖବର
-ଧାମରା ପାଖରେ ଅତିକ୍ରମ କରିବ ‘ୟାସ’, ଗୃହମନ୍ତ୍ରୀଙ୍କୁ ବାଲେଶ୍ଵର ଯିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ; ମଧ୍ୟରାତ୍ରିରୁ ଆରମ୍ଭ ହେବ ପ୍ରଭାବ, ସକାଳୁ ୧୬୦ରୁ ୧୭୦ କିମି ବେଗରେ ବହିବ ପବନ

– ରାଜ୍ୟରେ ଦିନକରେ ୧୦୯୩୯ ନୂଆ କରୋନା ସଂକ୍ରମିତ; ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ ଚିହ୍ନଟ

– ରାଜ୍ୟରେ ଦିନକରେ ୩୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୭ ମୃତ

– ବାତ୍ୟା ମୁକାବିଲା ପାଇଁ ୪୦୪ଟି ଅଭିଜ୍ଞ ଟିମ, ୧୨ ହଜାର କୁଶଳୀ ଓ ୬ ଶହରୁ ଅଧିକ ଦଳ ପ୍ରସ୍ତୁତ

– ମାଡିଆସୁଛି ଅତି ଭୟଙ୍କର ବାତ୍ୟା ୟାସ୍‍; ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସ୍ଥାନାନ୍ତର କାର୍ଯ୍ୟ, କୋଭିଡ ସଂକ୍ରମଣ ଆଶଙ୍କାରେ କିଛି ଲୋକ ନିଜ ଘର ଛାଡିବାକୁ ନାରାଜ

– ସିଲେରୁ ନଦୀରେ ଡ଼ଙ୍ଗା ବୁଡ଼ି ଜଣେ ମୃତ, ୩ ଉଦ୍ଧାର: ୭ ନିଖୋଜ

– ଜୁନ୍‍ ୧ ପରେ ହୀରାକୁଦ ଛାଡିବ ପାଣି; ୧୩ଟି ମହାନଦୀ କୂଳ ଜିଲାକୁ ସତର୍କ ସୂଚନା ଜାରି

-ବିବାହ ଭୋଜି ରୋକିଲା ପ୍ରଶାସନ : ଦଶ ହଜାର ଜରିମାନା

– ପରଲୋକରେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories