www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ପୁରୀ : ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ; ୪ ଘଣ୍ଟା ପାଇଁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୮୭ କରୋନା ଆକ୍ରାନ୍ତ

- Advertisement -

ସେମାନଙ୍କ ମଧ୍ୟରେ ୧୮ ବର୍ଷ ବୟସରୁ କମ୍‍ ୧୩୧ ଜଣ

ସଂଗରୋଧରୁ ୫୧୫ ଏବଂ ସ୍ଥାନୀୟ ସଂକ୍ରମିତ ୩୭୨ ଜଣଙ୍କୁ ଚିହ୍ନଟ କରାଯାଇଛି

ଅନୁଗୁଳ ଜିଲାରୁ ୨୭, ବାଲେଶ୍ୱର ୫୬, ବରଗଡ ୯, ଭଦ୍ରକ ୯, ବଉଦ ୧ ଓ କଟକ ଜିଲାରୁ ୧୧୯ ଜଣ ଚିହ୍ନଟ

ଦେବଗଡରୁ ୯, ଢେଙ୍କାନାଳ ୧୬, ଗଜପତି ୩, ଗଞ୍ଜାମ ୨, ଜଗତସିଂହପୁର ୩୭, ଯାଜପୁରରୁ ୪୩ ଜଣ ଚିହ୍ନଟ

ଝାରସୁଗୁଡାରୁ ୫, କଳାହାଣ୍ଡି ୧, କନ୍ଧମାଳ ୨, କେନ୍ଦ୍ରାପଡା ୧୫, କେନ୍ଦୁଝର ୧୯ ଓ ଖୋର୍ଦ୍ଧାରୁ ୩୨୩ ଜଣ ଚିହ୍ନଟ

କୋରାପୁଟରୁ ୪, ମାଲକାନଗିରି ୨, ମୟୁରଭଞ୍ଜ ୩୧, ନବରଙ୍ଗପୁର ୨, ନୟାଗଡରୁ ୧୧ ଜଣ ଚିହ୍ନଟ

ନୂଆପଡାରୁ ୩, ପୁରୀ ୩୯, ରାୟଗଡା ୨, ସମ୍ବଲପୁର ୨୧, ସୁନ୍ଦରଗଡ ୭ ଓ ଷ୍ଟେଟପୁଲରୁ ୬୯ ଚିହ୍ନଟ

ରାଜ୍ୟରେ ଦିନକରେ କରୋନାରୁ ୧୦୩୫ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୮୨୨୬ ସକ୍ରିୟ ସଂକ୍ରମିତ ରହିଛନ୍ତି

ରାଜ୍ୟରେ ଦିନକରେ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

କଟକ ଜିଲାରେ ସର୍ବାଧିକ ୨୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ

ଜଗତସିଂହପୁର ଜିଲାରେ ୨୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି

ଢେଙ୍କାନାଳ ଜିଲାରେ ୯, ଖୋର୍ଦ୍ଧା ଓ ବାଲେଶ୍ୱରରେ ୩ ଜଣ ଲେଖାଏଁ, ଅନୁଗୁଳ, ଗଞ୍ଜାମ ଓ ପୁରୀରେ ୨ ଜଣ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ

ଦେଶରେ ୩୭,୫୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଏଥିସହିତ ଦିନକ ମଧ୍ୟରେ ୩୪,୧୬୯ ଜଣ କରୋନା ସଂକ୍ରମଣରୁ ସୁସ୍ଥ

ଦେଶରେ ସଂପ୍ରତି ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩,୨୨,୩୨୭

ଦୈନିକ ସଂକ୍ରମଣ ହାର ୨.୧୦% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯୨% ;  ଆରୋଗ୍ୟ ହାର ୯୭.୬%

ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୫୧.୧୧ କୋଟି ନମୁନା ପରୀକ୍ଷା ; ସେହି ସମୟ ମଧ୍ୟରେ ୫୯.୫୫ କୋଟି ପାନ ଟିକା ଦିଆଯାଇଛି

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୪୮ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

ଆଫଗାନ ନାଗରିକଙ୍କ ପାଇଁ କାବୁଲ ବିମାନ ବନ୍ଦରକୁ ବାଟ ବନ୍ଦ; ଜଗିରହିଛନ୍ତି ସଶସ୍ତ୍ର ତାଲିବାନ ଆତଙ୍କି

ନାରାୟଣ ରାଣେଙ୍କୁ ଜାମିନ ମଞ୍ଜୁର

ମହାରାଷ୍ଟ୍ରରେ ୬୩ ଦିନ ମଧ୍ୟରେ କରୋନା ଡେଲଟା ପ୍ରକରଣ ଜନିତ ସଂକ୍ରମଣରେ ୩୯୦% ବୃଦ୍ଧି

ଆଫଗାନିସ୍ତାନରୁ ମଙ୍ଗଳବାର ଭାରତ ଫେରିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣ କରୋନା ସଂକ୍ରମିତ

ଆଜିଠାରୁ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ

୨୬ରୁ ତିନିଦିନ ପ୍ରବଳ ବର୍ଷା, ଆସୁଛି ଦୁଇଟି ଲଘୁଚାପ

ସଲମାନ୍‌ଙ୍କୁ ଅଟକାଇଥିବା ଓଡ଼ିଆ ଯବାନଙ୍କଠାରୁ ଜବାବ ତଲବ

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories