www.samajalive.in
Saturday, December 6, 2025
17.1 C
Bhubaneswar

ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୩ ହଜାର ୪୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ସଙ୍ଗରୋଧରୁ ୧,୯୭୩ ଓ ସ୍ଥାନୀୟ ସଂକ୍ରମଣ ୧,୪୮୩ ଚିହ୍ନଟ

- Advertisement -

ମୋଟ ସଂକ୍ରମିତଙ୍କ ସଂଖ୍ୟା ୮,୮୬, ୯୪୬କୁ ବୃଦ୍ଧି

୮,୪୮,୯୬୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

୩୪,୨୧୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

୩୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୯୯ ଓ କଟକରୁ ୪୮୦

ଚାଇନା ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ୱେବସାଇ ହ୍ୟାକ୍‍ କରିବା ଉଦ୍ୟମ ଜାରି ରଖିଛି ; ସୀମାରେ ଧରାପଡିଥିବା ଚୀନ ଗୁପ୍ତଚରଙ୍କ ସୂଚନା

ତମାମ ବ୍ୟାଙ୍କକ୍‌କୁ ଦୃଶ୍ୟମାନ ବୁଦ୍ଧ ମୂର୍ତ୍ତି

‘ରାଷ୍ଟ୍ର ମଞ୍ଚ ରାଜନୈତିକ ନୁହେଁ’

ଯଶବନ୍ତ ସିହ୍ନା ଆବାହକ ନିଯୁକ୍ତ,ବୈଠକରେ ଯୋଗଦେଲେ ୮ ଦଳ, ସଂଗଠନ ଏକ ବିକଳ୍ପ ବିଚାରମଞ୍ଚ

ସେପ୍ଟେମ୍ବର-ଅକ୍ଟୋବରରେ ଶିଖର ସଂକ୍ରମଣ ;କରୋନାର ତୃତୀୟ ଲହର ଉପରେ ଆଇଆଇଟି କାନପୁରର ଗବେଷକଙ୍କ ପୂର୍ବାନୁମାନ

ପଏଣ୍ଟ ଖାତା ଖୋଲିଲା ଉରୁଗୁଏ

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories