ରାଜ୍ୟରେ ଆଉ ୩,୪୫୬ ନୂଆ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୩ ହଜାର ୪୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୧,୯୭୩ ଓ ସ୍ଥାନୀୟ ସଂକ୍ରମଣ ୧,୪୮୩ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୮,୮୬, ୯୪୬କୁ ବୃଦ୍ଧି ପାଇଛି। ୮,୪୮,୯୬୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୪,୨୧୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 22nd June
New Positive Cases: 3456
In quarantine: 1973
Local contacts: 1483(Details of local contacts will be shared by concerned Dist Administration)
District Wise Cases:
1. Angul: 118
2. Balasore: 174
3. Bargarh: 69
4. Bhadrak: 194
5. Balangir: 28— I & PR Department, Odisha (@IPR_Odisha) June 23, 2021
22. Mayurbhanj: 180
23. Nawarangpur: 42
24. Nayagarh: 126
25. Nuapada: 16
26. Puri: 289
27. Rayagada: 56
28. Sambalpur: 39
29. Sonepur: 43
30. Sundargarh: 90
31. State Pool: 81New recovery: 4159
Cumulative tested: 13283652
Positive: 886946
Recovered: 848960
Active cases: 34216— I & PR Department, Odisha (@IPR_Odisha) June 23, 2021
୩୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୯୯ ଓ କଟକରୁ ୪୮୦। ଅନୁଗୁଳରୁ ୧୧୮, ବାଲେଶ୍ୱର ୧୭୪,ବରଗଡ ୬୯, ଭଦ୍ରକ ୧୯୪, ବଲାଙ୍ଗୀର ୨୮, ବୌଦ୍ଧ ୨୫, ଦେଓଗଡ ୧୧, ଢେଙ୍କାନାଳ ୫୭, ଗଜପତି ୧୭, ଗଞ୍ଜାମ ୧୯, ଜଗତସିଂହପୁର ୮୧, ଯାଜପୁର ୨୬୭,ଝାରସୁଗୁଡା ୨୦, କଳାହାଣ୍ଡି ୨୧, କନ୍ଧମାଳ ୩୧, କେନ୍ଦ୍ରାପଡା, ୧୪୭,କେନ୍ଦୁଝର ୭୩,କୋରାପୁଟ ୮୧,ମାଲକାନଗିରି ୮୨, ମୟୁରଭଞ୍ଜ ୧୮୦,ନବରଙ୍ଗପୁର ୪୨, ନୟାଗଡ ୧୨୬, ନୂଆପଡା ୧୬, ପୁରୀ ୨୮୯, ରାୟଗଡା ୫୬, ସମ୍ବଲପୁର ୩୯, ସୋନପୁର ୪୩,ସୁନ୍ଦରଗଡ ୯୦, ଷ୍ଟେଟ ପୁଲରୁ ୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.