www.samajalive.in
Saturday, December 6, 2025
15.1 C
Bhubaneswar

ରାଜ୍ୟରେ ଆଉ ୩,୪୫୬ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୩ ହଜାର ୪୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୧,୯୭୩ ଓ ସ୍ଥାନୀୟ ସଂକ୍ରମଣ ୧,୪୮୩ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୮,୮୬, ୯୪୬କୁ ବୃଦ୍ଧି ପାଇଛି। ୮,୪୮,୯୬୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୪,୨୧୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -


୩୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୯୯ ଓ କଟକରୁ ୪୮୦। ଅନୁଗୁଳରୁ ୧୧୮, ବାଲେଶ୍ୱର ୧୭୪,ବରଗଡ ୬୯, ଭଦ୍ରକ ୧୯୪, ବଲାଙ୍ଗୀର ୨୮, ବୌଦ୍ଧ ୨୫, ଦେଓଗଡ ୧୧, ଢେଙ୍କାନାଳ ୫୭, ଗଜପତି ୧୭, ଗଞ୍ଜାମ ୧୯, ଜଗତସିଂହପୁର ୮୧, ଯାଜପୁର ୨୬୭,ଝାରସୁଗୁଡା ୨୦, କଳାହାଣ୍ଡି ୨୧, କନ୍ଧମାଳ ୩୧, କେନ୍ଦ୍ରାପଡା, ୧୪୭,କେନ୍ଦୁଝର ୭୩,କୋରାପୁଟ ୮୧,ମାଲକାନଗିରି ୮୨, ମୟୁରଭଞ୍ଜ ୧୮୦,ନବରଙ୍ଗପୁର ୪୨, ନୟାଗଡ ୧୨୬, ନୂଆପଡା ୧୬, ପୁରୀ ୨୮୯, ରାୟଗଡା ୫୬, ସମ୍ବଲପୁର ୩୯, ସୋନପୁର ୪୩,ସୁନ୍ଦରଗଡ ୯୦, ଷ୍ଟେଟ ପୁଲରୁ ୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories