ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୮୭୩୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ ; ସେମାନଙ୍କ ମଧରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୨୨୨ ଜଣ ଆକ୍ରାନ୍ତ ଚିହ୍ନଟ , ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୪୮୯୨ ଏବଂ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୩୮୪୩ ଜଣ
ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା ୨୭୯୧କୁ ବୃଦ୍ଧି
କରୋନା ସଂକ୍ରମଣ ଅବ୍ୟାହତ ରହିଥିବାରୁ ଚଳିତବର୍ଷ ବିନାଭକ୍ତରେ ଅନୁଷ୍ଠିତ ହେବ ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା। ଗତବର୍ଷ ପରି କେବଳ ପାଳିଆ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ଏହି ଯାତ୍ରା ପରିଚାଳନା କରିବାକୁ ଚିନ୍ତା କରୁଛି ମନ୍ଦିର ପ୍ରଶାସନ
କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ସୋମବାର ଭାରତୀୟ ରାଜସ୍ବ ସେବା (ଆଇଆରଏସ)ର ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ଭାବେ କରିଛନ୍ତି ଅତିରିକ୍ତ ଦାୟିତ୍ବ ପ୍ରଦାନ
ଅର୍ଥନୀତି ଉପରେ କୋଭିଡର ସାଂଘାତିକ ପ୍ରହାର; ଅଭିବୃଦ୍ଧି ବିଯୁକ୍ତ ୭.୩%
ଭାରତରେ ପ୍ରଥମେ ଠାବ କରାଯାଇଥିବା ସାର୍ସ-ସିଓଭି-୨ ଭୂତାଣୁ ଭାରିଆଣ୍ଟର ନାମକରଣ କରାଯାଇଛି। ସୋମବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହି ଭାରିଆଣ୍ଟର ନାମ ‘ଡେଲଟା’ ରଖିଛି
ଅର୍ଥ ବ୍ୟବସ୍ଥା ଉପରେ କରୋନା ମାଡ଼, ୪୦ ବର୍ଷରେ ସବୁଠୁ ଖରାପ ପ୍ରଦର୍ଶନ
ଆମେରିକା ବିଶେଷଜ୍ଞଙ୍କ ଚେତାବନୀ, ଆସିପାରେ ‘କୋଭିଡ-୨୬, ୩୨’ ଭଳି ମହାମାରୀ
କୋଭିଡ-୧୯ର ଉତ୍ପତ୍ତି ଖୋଜ, ନହେଲେ କୋଭିଡ-୨୬ ଓ କୋଭିଡ-୩୨ ପାଇଁ ପ୍ରସ୍ତୁତ ରୁହ ; ଆମେରିକୀୟ ବିଶେଷଜ୍ଞଙ୍କ ଚେତାବନୀ
ଟୋକିଓ ଅଲିମ୍ପିକ୍ସ, ପ୍ରଥମେ ପହଞ୍ଚିଲା ଅଷ୍ଟ୍ରେଲିଆ ସଫ୍ଟବଲ୍ ଦଳ
ଆଇସିସି ବୋର୍ଡ ବୈଠକ ଆଜି, ଟି୨୦ ବିଶ୍ବକପ୍ ନିଷ୍ପତ୍ତି ସମ୍ଭାବନା କ୍ଷୀଣ
ଉଚ୍ଚଶିକ୍ଷା ବିଭାଗର ଅଜବ ନୀତି, ତାଲାବନ୍ଦରେ ଖୋଲିବ କଲେଜ



