ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ନିଲମ୍ବନ କଲେ ଉପଜିଲାପାଳ, ଛାତ୍ରୀ ଆଣିଥିଲେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ଭୁବନେଶ୍ବର : ବରୀ ରାମଚନ୍ଦ୍ରପୁରର ଏକ ସରକାରୀ କଲେଜର ୨ ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ଉପଜିଲାପାଳ । ଅଧ୍ୟାପକଙ୍କ ନାଁରେ ଜଣେ ଛାତ୍ରୀ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଥିଲେ । ଏମିତି ଅଭିଯୋଗ ପରେ ଉଭୟ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ନିଲମ୍ବନ କରିଛନ୍ତି ଯାଜପୁର ଉପଜିଲାପାଳ । ଅନ୍ୟପଟେ ମାମଲା ପରଠୁ ଉଭୟ ଅଧ୍ୟକ୍ଷ ଓ ଅଧ୍ୟାପକ ଫେରାର ଅଛନ୍ତି ବୋଲି ବରୀ-ରାମଚନ୍ଦ୍ରପୁର ଆଇଆଇସି ସୂଚନା ଦେଇଛନ୍ତି ।

kalyan agarbati

Comments are closed.