www.samajalive.in
Friday, December 12, 2025
14.1 C
Bhubaneswar

ଜଙ୍ଗଲୀ ହାତୀଙ୍କ ଉପଦ୍ରବ; ଘର ଭାଙ୍ଗିଲେ, ଉଜାଡିଦେଲେ ଆସବାବପତ୍ର

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ତଥା ବିଶ୍ୱନାଥପୁର ବନାଞ୍ଚଳ ମୂଷାନାଳ ସେକ୍ସନ ଅନ୍ତର୍ଗତ କାନକୁଟ୍ରୁ ପଞ୍ଚାୟତ ଧଅଁରାଭଟାରେ ଦେଖିବାକୁ ମିଳିଛି ଜଙ୍ଗଲୀ ହାତୀଙ୍କ ଉପଦ୍ରବ। ସୋମବାର ବିଳମ୍ବିତ ରାତିରେ ଏକ ଜଙ୍ଗଲୀ ହାତୀପଲ ଗାଁକୁ ପଶି ଆସିବା ସହିତ ଗାଁର କୁଳମଣି ସୁନା, ଲବଜୀ ବିଭାରଙ୍କ ଘର ଭାଙ୍ଗି ଦେବା ସହିତ ଧାନ, ଚାଉଳ ଖାଇ ନଷ୍ଟ କରି ଦେଇଛନ୍ତି। ସେହିପରି ଆସବାବ ପତ୍ର ଭଙ୍ଗାରୁଜା କରି ଦେଇଛନ୍ତି ହାତୀପଲ। ଏ ସମ୍ପର୍କରେ ଖବର ପାଇ ମୂଷାନାଳ ବନପାଳ ଚିନ୍ତାମଣି ମାଝୀ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିବା ଜଣାପଡିଛି।

ଦେଖନ୍ତୁ ଭିଡିଓ; କେବଳ ଫଟୋ ପାଇଁ କୁମ୍ଭୀର ନିକଟକୁ ପିଲାଙ୍କୁ ପଠାଇଲେ,ତା’ପରେ..

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories