ଦେଖନ୍ତୁ ଭିଡିଓ; କେବଳ ଫଟୋ ପାଇଁ କୁମ୍ଭୀର ନିକଟକୁ ପିଲାଙ୍କୁ ପଠାଇଲେ,ତା’ପରେ..

ନୂଆଦିଲ୍ଲୀ : ରାସ୍ତାରେ ଅନେକ ସମୟରେ କିଛି ଲୋକେ ଜୀବଜନ୍ତୁଙ୍କୁ ଦେଖିବା ପରେ ଏପରି କିଛି କାର୍ଯ୍ୟ କରି ଥାଆନ୍ତି,ଯାହା ବାସ୍ତବିକ ଅବିଶ୍ୱସନୀୟ । ଜୀବଜନ୍ତୁଙ୍କ ନିକଟତର ହେବା ଦ୍ୱାରା ପରବର୍ତ୍ତୀ ସମୟରେ କି ସମସ୍ୟା ଆସିବ ସେଥିପ୍ରତି ଅଣଦେଖା କରି ଥାଆନ୍ତି । ଅନେକ ସମୟରେ ଏଥିପାଇଁ ଜୀବନ ମଧ୍ୟ ବିପଦରେ ପଡିଥାଏ । ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ଏପରି ଅନେକ ଭିଡିଓ ଓ ଫଟୋ ଭାଇରାଲ ହୋଇଥାଏ ଯେଉଁଥିରେ ଲୋକେ ଜୀବନକୁ ବିପଦରେ … Continue reading ଦେଖନ୍ତୁ ଭିଡିଓ; କେବଳ ଫଟୋ ପାଇଁ କୁମ୍ଭୀର ନିକଟକୁ ପିଲାଙ୍କୁ ପଠାଇଲେ,ତା’ପରେ..