www.samajalive.in
Saturday, December 6, 2025
16.1 C
Bhubaneswar

ଶୁକ୍ରଙ୍କ ୨ ଥର ଚଳନ ; ଅଗଷ୍ଟରେ ଖୁବ୍‌ ଚମକିବ ଏହି ରାଶିଙ୍କ ଭାଗ୍ୟ, ହଠାତ୍‌ ମିଳିବ ଚାକିରି,ଧନ..

ଜୁଲାଇ ୩୧ରେ ଶୁକ୍ର ରାଶି ପରିବର୍ତ୍ତନ କରି ସିଂହ ରାଶିରେ ପ୍ରବେଶ କରିବେ । ଶୁକ୍ର ସୂର୍ଯ୍ୟଙ୍କ ରାଶିରେ ପ୍ରବେଶ କରିବା ଦ୍ୱାରା ବିଶେଷ ପ୍ରଭାବ ପଡିବ । ଏହାସହ ଅଗଷ୍ଟ ମାସ ଯାକ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ଲାଭ ହେବ ।

ଧନ-ବୈଭବ, ପ୍ରେମର ଦାତା ଶୁକ୍ର ଜୁଲାଇରେ ୪ ଥର ନିଜର ସ୍ଥିତି ପରିବର୍ତ୍ତନ କରିବେ । ଶୁକ୍ର ସିଂହ ରାଶିରେ ପ୍ରବେଶ କରିବେ । ଏହାପରେ ୧୧ ଅଗଷ୍ଟରେ ଶୁକ୍ର ପୂର୍ବାଫାଲଗୁଣୀ ଓ ୨୨ ଅଗଷ୍ଟରେ ଉତ୍ତରାଫାଲଗୁଣୀ ନକ୍ଷତ୍ରରେ ଚଳନ କରିବେ । ଏହାପରେ ୨୫ ଅଗଷ୍ଟରେ ଶୁକ୍ର କନ୍ୟା ରାଶିରେ ଚଳନ କରିବେ ।

- Advertisement -

କର୍କଟ – ଶୁକ୍ର କର୍କଟ ରାଶିରୁ ସିଂହ ରାଶିରେ ଚଳନ କରିବେ । ଏହାଦ୍ୱାରା କର୍କଟ ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ । ଘରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହେବ ।

ତୁଳା – ତୁଳା ରାଶିଙ୍କ ସ୍ୱାମୀ ଶୁକ୍ର । ଶୁକ୍ରଙ୍କ ଏହି ଚଳନ ଦ୍ୱାରା ଖୁବ୍‌ ଲାଭ ମିଳିବ । ଆୟରେ ଖୁବ୍‌ ଉନ୍ନତି ହେବ । ଅଟକି ଥିବା ଧନ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ରାକ୍ଷୀ ପୂର୍ଣ୍ଣିମା: ୯୦ ବର୍ଷ ପରେ ୪ ଅଦ୍ଭୁତ ସଂଯୋଗ: ଅତ୍ୟନ୍ତ ଶୁଭଙ୍କର

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁକ୍ରଙ୍କ ରାଶି ପରିବର୍ତ୍ତନ ଦ୍ୱାରା କର୍ମକ୍ଷେତ୍ରରେ ଉନ୍ନତି ହେବ । ଆୟରେ ବୃଦ୍ଧି ହେବ । ନିବେଶ ପାଇଁ ଉତ୍ତମ ସମୟ । ଚାକିରି କ୍ଷେତ୍ରରେ ସଫଳତା ମିଳିବ ।

କୁମ୍ଭ – ଶୁକ୍ରଙ୍କ ରାଶି ପରିବର୍ତ୍ତନ ଦ୍ୱାରା ଏହି ରାଶିଙ୍କୁ ଶୁଭଫଳ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ଜୀବନସାଥୀଙ୍କ ସହଯୋଗ ମିଳିବ । ଧନ ଲାଭ ହେବ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories