www.samajalive.in
Sunday, December 14, 2025
23.1 C
Bhubaneswar

ଅଡୁଆରେ ଲାଲୁ, ଜମି ଦୁର୍ନୀତି ମାମଲାରେ ପୁଣି ସିବିଆଇ ଚଢ଼ାଉ

ଡେସ୍କ: ରେଳବାଇ ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ଜାମିନରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ପତ୍ନୀ ରାବିଡି ଦେବୀ, ଝିଅ ତଥା ରାଜ୍ୟସଭା ସାଂସଦ ମିଶା ଭାରତୀ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କର ବିଭିନ୍ନ ସ୍ଥାନରେ ଖାନ୍‍ତଲାସୀ କରୁଛି। ପାଟଣା, ଗୋପାଳଗଞ୍ଜ ଓ ଦିଲ୍ଲୀରେ ଖାନ୍‍ତଲାସୀ କରାଯାଉଛି। ସିବିଆଇର ଏକ ଟିମ୍‍ ଆଜି ସକାଳୁ ପାଟନାସ୍ଥିତ ରାବିଡି ଦେବୀଙ୍କ ବାସଭବନରେ ପହଞ୍ଚିଥିଲେ। ସେମାନେ ରାବିଡି ଦେବୀଙ୍କୁ ପଚରାଉଚରା କରିଛନ୍ତି। ରେଳବାଇରେ ଚାକିରୀ ଦେବାପାଇଁ କିଛି ଲୋକଙ୍କ ଠାରୁ ଜମି ନେଇଥିବାର ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି। ସିବିଆଇ ଲାଲୁ ପ୍ରସାଦ ଯାଦବଙ୍କ ବିରୁଦ୍ଧରେ ଏକ ସାନି ମାମଲା ରୁଜୁ କରିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories