www.samajalive.in
Wednesday, December 10, 2025
16.1 C
Bhubaneswar

ଲାଲୁ ଦେଲେ ଡାକରା- ମୋଦୀ କୋ ହଟାନା ହେ, ୨୦୨୪ ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି

ନୂଆଦିଲ୍ଲୀ – ବିହାରର ପ୍ରଭାବଶାଳୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବେ ଅସୁସ୍ଥ । ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ସେ ୨୦୨୪ ନିର୍ବାଚନ ପାଇଁ ନିଜ ଦଳକୁ ପ୍ରସ୍ତୁତ କରୁଛନ୍ତି । ୨୦୨୪ ନିର୍ବାଚନରେ ମୋଦୀଙ୍କୁ ହଟାଇବା ପାଇଁ ସେ ଡାକରା ଦେଇଛନ୍ତି ।

ସେ ମୋଦୀଙ୍କୁ ଆକ୍ଷେପ କରିବା ସହ ‘ହଟାନା ହେ – ମୋଦୀ କୋ ହଟାନା ହେ’ ବୋଲି କହିଛନ୍ତି ।

- Advertisement -

ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ସମ୍ପର୍କ ଛିନ୍ନ କରି ଲାଲୁଙ୍କ ଦଳ ଆର୍‌ଜେଡି ସହ ମିଶି ସରକାର ଗଠନ କରିଛନ୍ତି । ଏହାପରେ ଲାଲୁ ଏହି ମନ୍ତବ୍ୟ ଦେଇଛନ୍ତି । ଲାଲୁଙ୍କ ଉତ୍ସାହ ଏହା ପରେ ଦ୍ୱିଗୁଣିତ ହୋଇଯାଇଛି ।

୨୦୨୪ ନିର୍ବାଚରେ ବିହାରରେ ବିଜେପି ଖରା ପ୍ରଦର୍ଶନ କରିବ ବୋଲି ଜନତା ଦଳ ୟୁନାଇଟେଡ୍‌ର ଅଧ୍ୟକ୍ଷ ଲଲନ୍‌ ସିଂ କହିଛନ୍ତି । ୨୦୧୯ରେ ବିହାର ଝାରଖଣ୍ଡ ଏବଂ ପଶ୍ଚିମ ବଙ୍ଗରେ ବିଜେପି ୪୯ଟି ଆସନ ଜିତିଥିଲା । ଲାଲୁଙ୍କ ଠାରୁ ସେ ଆଶୀର୍ବାଦ ନେଇଛନ୍ତି । ତାଙ୍କ ଦଳ ବେଶ୍‌ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି । ବିଜେପି ୩୦୩ ଆସନରୁ ୪୦ ଆସନକୁ ଖସିଯିବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି ।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories