କୋକସରା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ, ସଭାପତି ହେଲେ ମନୋଜ କୁମାର ନାଏକ

ଲଡୁଗାଁ: କଲାହାଣ୍ଡି ଜିଲା କୋକସରା ଓକିଲ ସଂଘର ଚଳିତ ବର୍ଷ ୨୦୨୫-୨୬ ର କର୍ମକର୍ତ୍ତା ଶନିବାର ନିର୍ବାଚନ ହୋଇଯାଇଛି। କୋକସରା ଓକିଲ ସଂଘର ସଭାପତି ଭାବେ ମନୋଜ କୁମାର ନାଏକ, ଉପ-ସଭାପତି ଭାବେ ଲକ୍ଷ୍ମୀକାନ୍ତ ଖମାରୀ,ସମ୍ପାଦକ ଭାବେ ଲଳିତ କୁମାର ଦାସ, ସହ-ସମ୍ପାଦକ ଭାବେ ଜଗା ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ପ୍ରିୟ ରଞ୍ଜନ ବେହେରା ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି। ଓକିଲ ଲକ୍ଷ୍ମୀଧର ମେହେର ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

Comments are closed.