ପାରାଦ୍ବୀପ: କୁଜଙ୍ଗ କୋଠିଆସାହି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ବାପାର ମୃତ୍ୟୁ ହୋଇଥିବା ପୁଅ ଗୁରୁତର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ କୁଜଙ୍ଗ କୋଠିଆସାହି ନିକଟରେ ସ୍କୁଟିକୁ ଟ୍ରକ ଧକ୍କା ଦେଇଛି। ଟ୍ରକ ଧକ୍କାରେ ସ୍କୁଟି ଆରୋହୀ ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ପୁଅ ଗୁରୁତର ହୋଇଛି। ଗୁରୁତର ପୁଅକୁ କୁଜଙ୍ଗ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
Popular Categories



