କୋଣାର୍କ : କୋଣାର୍କ ଉପରେ ଡ୍ରୋନ ଉଡାଇବା ଥିବାରୁ ୨ଜଣ ପର୍ଯ୍ୟଟକଙ୍କୁ ଅଟକ ରଖାଯାଇଛି। ୨ଜଣ ରୁଷୀୟ ପର୍ଯ୍ୟଟକଙ୍କ ପ୍ରତ୍ବତତ୍ତ୍ବ ବିଭାଗ ଅଟକ ରଖିଛି। କୋଣାର୍କକୁ ବୁଲି ଆସିଥିବା ବେଳେ ସେମାନେ ଡ୍ରୋନ ଉଡାଇଥିଲେ। ସେମାନଙ୍କୁ ମଙ୍ଗଳବାର ଦିନ ଅଟକ ରଖାଯାଇଛି।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!