www.samajalive.in
Wednesday, December 10, 2025
23.1 C
Bhubaneswar

ଏକ ଲକ୍ଷ ଟଙ୍କାର ଧଳାଜହର ଜବତ; ଦମ୍ପତି ଗିରଫ

ଖୋର୍ଦ୍ଧା: ଟାଉନ୍‍ ଥାନା ସ୍ୱପ୍ନେଶ୍ୱର ସାହିରୁ ଧଳାଜହର ଜବତ ହୋଇଛି । ଏହି ଘଟଣାରେ ଜଣେ ଦମ୍ପତିଙ୍କୁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ସ୍ୱପ୍ନେଶ୍ୱର ସାହିରେ ଧଳାଜହର କାରବାର ହେଉଥିବା ନେଇ ପୁଲିସ ଖବର ପାଇଥିଲା । ଖବର ପାଇବା ପରେ ଘଟଣାସ୍ଥଳରେ ଚଢ଼ାଉ କରି ଏକ ଲକ୍ଷ ଟଙ୍କାର ଧଳାଜହର ସହ ନଗଦ ୨୫ ହଜାର ଟଙ୍କା ଜବତ କରିଥିଲା । ଏନେଇ ପୁଲିସ ମଧ୍ୟ ଅଧିକ ତଦନ୍ତ କରୁଥିବା କହିଛି ।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories