ଖୋର୍ଦ୍ଧା : ଖୋର୍ଦ୍ଧା ଶିଳ୍ପାଞ୍ଚଳ କୁମାରବସ୍ତ ମଙ୍ଗରାଜସାହିରେ ଗୁରୁବାର ବିସ୍ଫୋରଣ ଘଟିଛି। ଘର ଭିତରେ ବିସ୍ଫୋରଣ ଘଟି ୩ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି । ଘର ଭିତରେ ବାଣ କି ବୋମା କାରଣରୁ ବିସ୍ଫୋରଣ ଘଟିଛି ସେନେଇ କୌଣସି ସ୍ପଷ୍ଟତା ମିଳି ପାରି ନାହିଁ । ୨ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଜଣଙ୍କୁ ଖୋର୍ଦ୍ଧାରେ ଚିକିତ୍ସା କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଲକ୍ଷ୍ମୀ-ନାରାୟଣ ରାଜଯୋଗ ଆରମ୍ଭ: ଏହି ରାଶିଙ୍କ ବଢିବ ଦରମା, ଚାକିରି-ବ୍ୟବସାୟରେ ହେବ ଜବରଦସ୍ତ ଉନ୍ନତି..
ଦେଖନ୍ତୁ ଭିଡିଓ ; ପାଇଖାନାରେ ଥିଲେ ଯୁବକ, ହଠାତ୍ ବାହାରିଲା ବିଷଧର ସାପ, ଆଉ ତା’ପରେ..



