ସେବାୟତ ଖସି ପଡିବା ଘଟଣା ; ଏମିତି କହିଲେ ମନ୍ଦିର ସୁପରଭାଇଜର
ଭୁବନେଶ୍ୱର : ମହାଦୀପ ଉଠିବା ବେଳେ ସେବାୟତ ଖସି ପଡ଼ିବା ଘଟଣାରେ ସେବାୟତଙ୍କ ପୁଅ ପ୍ରଶାସନକୁ ଦାୟୀ କରିଥିବା ବେଳେ ମନ୍ଦିର ସୁପରଭାଇଜର ପ୍ରତିକ୍ରିୟା ରଖି କହିଛନ୍ତି, ମହାଦୀପ ଉଠିବା ବେଳେ ଆଜି ଯାଏଁ କେବେ ମନ୍ଦିର ତଳେ ବାଲି ପଡେ ନାହିଁ। ଏଭଳି ହେବା କଦାପି ସେ ଦେଖି ନାହାଁନ୍ତି ବୋଲି କହିଛନ୍ତି । ସେବାୟତଙ୍କ ପୁଅ ବାଲି କଥା କାହିଁକି କହିଲେ ଜାଣନ୍ତି ନାହିଁ ବୋଲି ସୁପରଭାଇଜର ତଥା ସେବାୟତ ରାଜକିଶୋର ମହାପାତ୍ର କହିଛନ୍ତି। … Continue reading ସେବାୟତ ଖସି ପଡିବା ଘଟଣା ; ଏମିତି କହିଲେ ମନ୍ଦିର ସୁପରଭାଇଜର
Copy and paste this URL into your WordPress site to embed
Copy and paste this code into your site to embed