ଲକ୍ଷ୍ମୀ-ନାରାୟଣ ରାଜଯୋଗ ଆରମ୍ଭ: ଏହି ରାଶିଙ୍କ ବଢିବ ଦରମା, ଚାକିରି-ବ୍ୟବସାୟରେ ହେବ ଜବରଦସ୍ତ ଉନ୍ନତି..
ଜ୍ୟୋତିଷ ଗଣନାନୁସାରେ ବୁଧ ଗ୍ରହ ୧୦ ମାସ ପରେ ମୀନ ରାଶିରେ ପ୍ରବେଶ କରୁଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମିତ୍ର ଓ ଗୁରୁଙ୍କ ରାଶିରେ ବୁଧଙ୍କ ସ୍ଥିତି ଖୁବ୍ ମଜଭୁତ ଓ ଶୁଭଫଳ ପ୍ରଦାନ କରିଥାଏ । ବୁଧ ଦେବ ୨୭ ଫେବୃଆରୀରେ ମୀନ ରାଶିରେ ପ୍ରବେଶ କରିବେ । ଏଠାରେ ପୂର୍ବରୁ ହିଁ ଶୁକ୍ର ରହିଛନ୍ତି । ଫଳରେ ମୀନ ରାଶିରେ ବୁଧ-ଶୁକ୍ର ଏକାଠି ହେବା ପରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି ହେବ … Continue reading ଲକ୍ଷ୍ମୀ-ନାରାୟଣ ରାଜଯୋଗ ଆରମ୍ଭ: ଏହି ରାଶିଙ୍କ ବଢିବ ଦରମା, ଚାକିରି-ବ୍ୟବସାୟରେ ହେବ ଜବରଦସ୍ତ ଉନ୍ନତି..
Copy and paste this URL into your WordPress site to embed
Copy and paste this code into your site to embed