ପ୍ରସବ କଲେ ଆଉ ଜଣେ ଦଶମ ଛାତ୍ରୀ

ଯାଜପୁର : କିଛି ଦିନ ତଳେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣା ଆଲୋଡନ ସୃଷ୍ଟି କରିଥିବା ବେଳେ ପୁଣି ଆଉ ଜଣେ ଦଶମ ଶ୍ରେଣୀ ଛାତ୍ରୀ ମେଡିକାଲରେ ପ୍ରସବ କରିଥିବା ନେଇ ଗୁରୁବାର ଖବର ସାମ୍ନାକୁ ଆସିଛି। ବରୀ ବ୍ଲକ ଅଞ୍ଚଳର ୧୦ମ ଶ୍ରେଣୀ ଛାତ୍ରୀ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ବରୀ ମେଡିକାଲରୁ ଛାତ୍ରୀ ଜଣଙ୍କୁ ଯାଜପୁର ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି। ଲକ୍ଷ୍ମୀ-ନାରାୟଣ ରାଜଯୋଗ ଆରମ୍ଭ: ଏହି ରାଶିଙ୍କ … Continue reading ପ୍ରସବ କଲେ ଆଉ ଜଣେ ଦଶମ ଛାତ୍ରୀ