www.samajalive.in
Saturday, December 6, 2025
16.1 C
Bhubaneswar

ଖିମଜୀ ଜୁଏଲର୍ସ ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ବର : ଖିମଜୀ ଜୁଏଲର୍ସ ପକ୍ଷରୁ ଅକ୍ଷୟ ତୃତୀୟା ସେଲ୍ ଅଭିଯାନ ଘୋଷଣା କରାଯାଇଛି। ଏଥିରେ ସୁନା ଓ ହୀରା ଅଳଙ୍କାର ଗଢ଼ା ମଜୁରୀ ଉପରେ ଫ୍ଲାଟ ୫୦% ରିଆତି ସହିତ ହୀରା ଉପରେ ମାଗଣା ବୀମା ମିଳିବ। ଏହି ଅଫର ଖିମଜୀ ଜୁଏଲର୍ସର ଭୁବନେଶ୍ୱର, ବ୍ରହ୍ମପୁର, କଟକ, ପୁରୀ, ଝାରସୁଗୁଡ଼ା ଓ ରାଉରକେଲାରେ ଥିବା ଷ୍ଟୋରଗୁଡିକରେ ଉପଲବ୍ଧ ହେଉଛି ବୋଲି ପରିଚାଳନା ନିର୍ଦେଶକ ମିତେଶ ଖିମଜୀ ପ୍ରକାଶ କରିଛନ୍ତି। ଏଥିସହିତ ଆଜୀବନ ବାୟ ବ୍ୟାକ ଗ୍ୟାରେଣ୍ଟି ପ୍ରଦାନ କରାଯାଉଛି। ଏଥିପାଇଁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସିଏଫଓ ରାହୁଲ ଗୁପ୍ତା, ଏଡି ନିଶାଙ୍କ ଅଗ୍ରୱାଲା, ସିଇଓ ରୁତେଶ ଶାହ, ସିଏସଓ ରୋହିତ ମାଟ୍ଟୁ ଓ ସିଏମଓ ସୌରଭ ବରୁଆ ଯୋଗ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories