ଭୁବନେଶ୍ବର: ପୁଣି ଖୋଲିବ ‘ଖାଓ ଗଲି’। ଭୁବନେଶ୍ବର ରାମ ମନ୍ଦିର ନିକଟରେ ‘ଖାଓ ଗଲି’ ପୁଣି ଖୋଲିବ। ୨୨ଟି ସର୍ତ୍ତରେ ଦୋକାନ ଖୋଲିବାକୁ ଦେଲା ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ଅନୁମତି ଦିଆଯାଇଛି। ‘ଖାଓ ଗଳି’ର ପ୍ରତି ଦୋକାନୀ ସିକ୍ୟୁରିଟି ଜମା ୨୫ହଜାର ଏବଂ ମାସିକ ଭଡ଼ା ୬ହଜାର ଦେଇ ଦୋକାନ ଖୋଲିପାରିବେ। ସନ୍ଧ୍ୟା ସାଢ଼େ ୫ଟାରୁ ରାତି ୧୦ଟା ଯାଏଁ ‘ଖାଓ ଗଲି’ ଖୋଲିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



