www.samajalive.in
Friday, December 5, 2025
20.1 C
Bhubaneswar

ମଦ ଭାଟି ଭାଙ୍ଗିଲେ, ରନ୍ଧା ସାମଗ୍ରୀ ନଷ୍ଟ କଲେ

କେନ୍ଦୁଝର : ଦିନକୁ ଦିନ ବେଆଇନ୍ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଆଜି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳର ଶହ ଶହ ମହିଳା ବାଉଁଶନଳୀସ୍ଥିତ ଏକ ସରକାରୀ ଦେଶୀ ମଦ ଭାଟିରେ ପଶି ବ୍ୟାପକ ଭଙ୍ଗାରୁଜ୍ଜା କରିବା ସହ ପୋଡାଜଳା କରିଛନ୍ତି। ଗାଁରେ ମଦ ଭାଟି ହେବା ଯୋଗୁଁ ଅନେକଙ୍କ ପରିବାର ଉଜୁଡିଯାଉଛି। ଏପରିକି ଅଶାନ୍ତି ମଧ୍ୟ ଲାଗିରହୁଛି। ବିନା ଗ୍ରାମସଭାରେ ଏହି ମଦ ଭାଟିଟି ନିର୍ମାଣ ହୋଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଦୀର୍ଘ ଦିନରୁ ମଦ ଭାଟି ବନ୍ଦ କରିବା ନେଇ ଦାବି ହୋଇଆସୁଥିଲା। କିନ୍ତୁ କିଛି ସୁଫଳ ମିଳିନଥିଲା। ତେଣୁ ଆଜି ବାଧ୍ୟ ହୋଇ ଗାଁର ଶହ ଶହ ମହିଳା ଏକତ୍ରିତ ହୋଇ ହାତରେ ଠେଙ୍ଗା ଧରି ବଦ ଭାଟି ଭିତରେ ପଣିଥିଲେ। ଏବଂ ରନ୍ଧ ମଦ ସାମଗ୍ରୀ ଗୁଡିକୁ ନଷ୍ଟ କରିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories