www.samajalive.in
Saturday, December 6, 2025
14.1 C
Bhubaneswar

ଦୋଳି ଖେଳିଲେ କେନ୍ଦୁଝର ସାଂସଦ

ପାଟଣା: ନିର୍ବାଚନ ଫଳାଫଳ ପ୍ରକାଶ ପରଠାରୁ କେନ୍ଦୁଝର ସାଂସଦ ଅନନ୍ତ ନାୟକ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ରଜ ଉତ୍ସବରେ ଦୋଳି ଖେଳିଛନ୍ତି। ପହିଲି ରଜଠାରୁ ବିଭିନ୍ନ ଗ୍ରାମ ଏବଂ ସଂସ୍ଥା ଦ୍ୱାରା ଆୟୋଜନ ରଜ ମହୋତ୍ସବରେ ଯୋଗଦେବା ଅବସରରେ ସାଂସଦଙ୍କୁ ରଜ ଦୋଳି ଖେଳୁଥିବାର ଦେଖିବାକୁ ମିଳିଛି। ନିର୍ବାଚନ ସମୟରେ ଚାପରେ ରହି ବିଭିନ୍ନ କାର୍ଯ୍ୟ ତୁଲାଉଥିବାବେଳେ ଏବେ ବିଜୟ ପରେ ସାଂସଦ ମନ ଖୋଲି ରଜ ଦୋଳି ଖେଳୁଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories