www.samajalive.in
Saturday, December 6, 2025
16.1 C
Bhubaneswar

କୁଡୁମୀ ସ୍ୱାଭିମାନ ବୈଠକ ଅନୁଷ୍ଠିତ

ପାଟଣା; ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତଠାରେ କୁଡୁମୀ ସ୍ୱାଭିମାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡିଶା କୁଡୁମୀ ସେନା ରାଜ୍ୟ ସଭାପତି ଦିବ୍ୟ ସିଂ ମହାନ୍ତ, ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ରାଜ୍ୟ ଯୁବ ସମ୍ପାଦକ ବିଶ୍ୱଜିତ ମହାନ୍ତ, ଜିଲ୍ଲା ମହିଳା ସଭାପତି ସସ୍ମିତା ମହାନ୍ତ, ପାଟଣା ବ୍ଲକ ସାଧାରଣ ସମ୍ପାଦକ ତ୍ରିନାଥ ମହାନ୍ତ, ରାଜ୍ୟ ଉପଦେଷ୍ଟା ବିନୋଦ ବିହାରୀ ମହାନ୍ତ, କବି ହରିହର ମହାନ୍ତ, ଜଳଧର ମହାନ୍ତ, ପଟେଲ ମହାନ୍ତ, ଅଜୟ କୁମାର ମହାନ୍ତ, କୈଳାଶ ଚନ୍ଦ୍ର ମହାନ୍ତ, ବୈଦେହୀ ମହାନ୍ତ, ରୁକ୍ମଣୀ ମହାନ୍ତ, ହେମଲତା ମହାନ୍ତ, କୁରଙ୍ଗିନୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। କୁଡୁମୀଙ୍କ ସ୍ୱାଭିମାନକୁ ବଞ୍ଚାଇ ରଖିବା ଏବଂ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତାବ, କୁଡୁମୀ ଜାତିକୁ ଅନୁସୂଚିତ ଜନଜାତି ତାଲିକାରେ ସ୍ଥାନ ଦେବା, କୁଡୁମାଲି ଭାଷାକୁ ଅଷ୍ଟମ ପରିଚ୍ଛେଦରେ ସ୍ଥାନ ଦେବା ପାଇଁ ଦାବି କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories