www.samajalive.in
Thursday, November 13, 2025
18.1 C
Bhubaneswar

ଆଦିବାସୀ ମହିଳାଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ

ସମାଜ ଡିଜିଟାଲ ଡେସ୍କ: ମୟୂରଭଞ୍ଜ ଜିଲା ଯଶିପୁର ଅବକାରୀ ଥାନାରେ ମହିଳାଙ୍କୁ ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ ହୋଇଛି । ମାହାର୍ଦ୍ଦାପଳସା ଗାଁ ଢିପାସାହିର ଆଦିବାସୀ ମହିଳା ଏଭଳି ଅଭିଯୋଗ ଆଣିଛନ୍ତି । ଯଶିପୁର ଅବକାରୀ ଥାନା ଅଧିକାରିଣୀ ନିସ୍ତୁକ ମାଡ ମାରିଥିବା ଅଭିଯୋଗ କରିଛନ୍ତି ମହିଳା । ପୂର୍ବରୁ ଜବତ ମଦ ସହ ଫଟୋ ଉଠାଇ ମିଥ୍ୟା କେସ୍‍ କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଅଭିଯୋଗ ଆଧାରରେ ଯଶିପୁର ପୁଲିସ ତଦନ୍ତ ଆରମ୍ଭ କରିଛି ।

Hot this week

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

କୋଡ୍‌ ୱାର୍ଡ ‘ଦାୱତ’ ଓ ବିସ୍ଫୋରକ ପାଇଁ କୋଡ୍‌ ୱାର୍ଡ ‘ବିରିୟାନି’-ନିଶାଣରେ ଥିଲା ରାମ ମନ୍ଦିର ଓ ସେନା ଭବନ

ନୂଆଦିଲ୍ଲୀ : ଟାର୍ଗେଟ (ନିଶାଣ) ଭୁଲ୍ ହେବାରୁ ଲାଲକିଲାରେ ବିସ୍ଫୋରଣ ଘଟି...

ବାଲିଯାତ୍ରାରେ ଅଘଟଣ – ଫସିଲା ଦୋଳି ଶୂନ୍ୟରେ ଲଟକିଲେ ୧୬ ଜଣ

କଟକ- କଟକ ବାଲିଯାତ୍ରାରେ ଅଘଟଣ । ଏକ ଦୋଳି ଅଚଳ ହେବାରୁ...

Related Articles

Popular Categories