www.samajalive.in
Saturday, December 6, 2025
26.1 C
Bhubaneswar

ସିଆରସିସିମାନଙ୍କ ଜରୁରୀ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି: ସ୍ଥାନୀୟ ତୁରେକେଲା ଠାରେ ତୁରେକେଲା ବ୍ଲକର କାର୍ଯ୍ୟରତ ସମସ୍ତ ସିଆରସିସିମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୧୪ କେନ୍ଦ୍ରର ସମସ୍ତ ସିଆରସିସି ଉପସ୍ଥିତ ଥିଲେ। ବୈଠକରେ ନୂତନ ଚୟନ ସିଆରସିସିମାନଙ୍କୁ ସ୍ବାଗତ କରାଯାଇଥିଲା। ଏହା ପରେ ସିଆରସିସି ତଥା ଗୋଷ୍ଠି ସାଧନ କର୍ମୀମାନେ ନିଜ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରି ବ୍ଲକ୍ ସିଆରସିସି ସଂଗଠନ ଗଠନ କରି ଦିନେଶ ମହାନନ୍ଦଙ୍କୁ ବ୍ଲକ୍ ସିଆରସିସି ସଂଗଠନର ସଭାପତି, ଅମରେନ୍ଦ୍ର ବାଗଙ୍କୁ ସମ୍ପାଦକ, ଘନଶ୍ୟାମ ଶବରଙ୍କୁ କୋଷାଧ୍ୟକ୍ଷ ରୂପେ ସର୍ବସମ୍ମତ୍ତ କ୍ରମେ ଚୟନ କରାଯାଇଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories