୨ ବାଇକ୍‌‌ ମୁହାଁମୁହିଁ ଧକ୍କା ; ୨ ମୃତ

କାମାକ୍ଷାନଗର : ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୨ ବାଇକ୍‌‌ ଆରୋହୀଙ୍କ ଜୀବନା ଢେଙ୍କାନାଳ କାମାକ୍ଷାନଗର ଆଲୁଅଝରଣ ନିକଟରେ ଗୁରୁବାର ୨ ବାଇକ୍‌‌ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୨ ବାଇକ୍‌‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.