www.samajalive.in
Sunday, December 7, 2025
14.1 C
Bhubaneswar

ଭିଜିଲାନ୍ସ ଦାବି ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ସାମ୍ବାଦିକ 

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଧାମୁଣିପଙ୍ଗା ପଞ୍ଚାୟତରେ ସରକାରୀ କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ହୋଇଥିବା ନେଇ ବିଡ଼ିଓ ମନୀଷା ଦାସଙ୍କ ଜରିଆରେ ଭିଜିଲାନ୍ସ ତଦନ୍ତ ପାଇଁ ସାମ୍ବାଦିକ ମାନେ ଲିଖିତ ଅଭିଯୋଗ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଧାମୁଣିପଙ୍ଗା ପଞ୍ଚାୟତରେ ସରକାରୀ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ହୋଇଛି। କତାଗୁଡା ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟରେ ୫ଟି କାର୍ଯ୍ୟରେ , ମନରେଗା ୧୪ସିଏଫସି ,୧୫ଏସଏଫସି ,ମୋ ସ୍କୁଲ ଯୋଜନା, ଆମ ଓଡ଼ିଶା ନବୀନ ଓଡିଶା ,ବିଜୁ କେବିକେ କାର୍ଯ୍ୟ ଗୁଡିକ ଅନିୟମିତତା ଓ ଦୁର୍ନୀତି ହୋଇଥିବା ନେଇ ବିଡ଼ିଓଙ୍କ ଜରିଆରେ ଭିଜିଲାନ୍ସ ବିଭାଗକୁ ତଦନ୍ତ କରିବାକୁ ସାମ୍ବାଦିକ ମାନେ ଲିଖିତ ଦେଇଛନ୍ତି। ଏ ବିଷୟରେ ବିଡ଼ିଓ ମନୀଷା ଦାସ କହିଛନ୍ତି ଯେ ଏହାର ତଦନ୍ତ କରିବି। ଆପଣ ମାନେ ଦେଇଥିବା ଅଭିଯୋଗକୁ ଭିଜିଲାନ୍ସ ନିକଟକୁ ପଠାଇବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ କଲ୍ୟାଣସିଂହପୁର ବ୍ଲକର ୧୫ଜଣ ସାମ୍ବାଦିକ ଉପସ୍ଥିତ ରହିଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories