www.samajalive.in
Saturday, December 6, 2025
26.1 C
Bhubaneswar

ଜୀବନ ପାଇଁ ବିପଦ ସାଜିଛି ଶିମିଳି ଗଛ..

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ନିକଟରେ ଥିବା ଅଡାବାଡ଼ି ଗାଁ ବୁଲାଣି ନିକଟରେ ରହିଛି ବହୁ ପୁରୁଣା ଶିମିଳି ଗଛ। ଏହି ରାସ୍ତା ଦେଇ ଖରଜୋଡ଼ା ଦେଇ କଳାହାଣ୍ଡିକୁ ସଂଯୋଗ ରହିଛି। ରାସ୍ତାରେ ସିଙ୍ଗାରି, ଧାମୁଣିପଙ୍ଗା ପଞ୍ଚାୟତ ସମେତ ଅନେକ ଲୋକ ଓ ଯାନବାହାନ ଚଳପ୍ରଚଳ ହେଉଛି। ଗଛଟି ବହୁ ଦିନ ଧରି ମୃତ୍ୟୁ ହୋଇ ରାସ୍ତା କଡରେ ଛିଡା ହୋଇ ରହିଛି। ଅନେକ ସମୟରେ ଚଳପ୍ରଚଳ ଲୋକଙ୍କ ଉପରେ ଶୁଖିଲା ରହିଥିବା ଶାଖା ଗୁଡିକ ଉପରେ ପଡୁଥିବା ଯୋଗୁଁ ରାସ୍ତାରେ ଯାତାୟାତ ବେଳେ ଭଗବାନଙ୍କୁ ସାହା କରି ଯାତାୟତ କରୁଛନ୍ତି। ଏହାକୁ ନେଇ ଅଡାବାଡ଼ି, ଗୁଣ୍ଡୁରିଗୁଡା, ବାମନ ଗୁଡା, ସିଙ୍ଗାରି, ଖରଜୋଡ଼ା ପ୍ରମୁଖ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଉକ୍ତ ଗଛକୁ ରାସ୍ତା କଡରୁ ହଟେଇବା ପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ଗଛକୁ ହଟାଇଲେ ଯାତାୟତ କରୁଥିବା ଲୋକମାନେ ମୃତ୍ୟୁ ମୁଖରୁ ବର୍ତି ଯିବେ ବୋଲି ଅଞ୍ଚଳବାସୀ କହିଛନ୍ତି।

ମଙ୍ଗଳ-ଶନିଙ୍କ ବିଶେଷ ଯୋଗ; ଏହି ୪ ରାଶି ହେବେ ଭାଗ୍ୟଶାଳୀ, ଦୂର ହେବ ସମସ୍ୟା, ଭର୍ତ୍ତି ହେବ ଆଲମିରା..

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories