କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ଜିଲ୍ଲା ମେଲେରିଆ ଅଧିକାରୀ ଲକ୍ଷ୍ମୀ ନାରାୟଣ ପୃଷ୍ଟି ପରିଦର୍ଶନ କରିଛନ୍ତି। ବ୍ଲକରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ପରିଦର୍ଶନ କରିବା ପରେ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀମାନଙ୍କ ସହିତ ସାକ୍ଷାତ କରି ସେବା ବିଷୟରେ ପଚାରି ବୁଝିଥିଲେ ଏବଂ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ବିଷୟରେ ରୋଗୀଙ୍କୁ ସଚେତନତା କରିଥିଲେ।
Popular Categories



