କଳାପଥର : ନୂଆଗାଁ-ଖଜୁରିପଦା ରାସ୍ତା ଚାରି ଛକରେ ସ୍କୁଟିରେ ଯାଉଥିବା ବେଳେ ସୋମବାର ଜଣେ ଅଙ୍ଗନବାଡିକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଅଙ୍ଗନବାଡିକର୍ମୀ ଜଣକ ଅନୁଆରୀ ଗାଁର ଭାରତୀ ଜେନାା ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଦେଖନ୍ତୁ ଭିଡିଓ ; ଏଠାରେ ସିଂହ ନିକଟରେ ଶୋଇବାକୁ ଆସନ୍ତି ପର୍ଯ୍ୟଟକ, ହୋଟେଲ୍ ନା ଆଉ କିଛି..



