ଦେଖନ୍ତୁ ଭିଡିଓ ; ଏଠାରେ ସିଂହ ନିକଟରେ ଶୋଇବାକୁ ଆସନ୍ତି ପର୍ଯ୍ୟଟକ, ହୋଟେଲ୍‌ ନା ଆଉ କିଛି..

ନୂଆଦିଲ୍ଲୀ : ଆପଣ ଏପରି ଏକ ହୋଟେଲ ବିଷୟରେ ଜାଣିଛନ୍ତି କି ଯେଉଁଠି ଆପଣଙ୍କୁ ସାରା ରାତି ସିଂହ ସହ ରହିବାର ସୁଯୋଗ ମିଳିବ । ଆଜ୍ଞା ହଁ କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଏହି ହୋଟେଲଟି ଆମେରିକାରେ ରହିଛି । ଏହି ହୋଟେଲର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଟ୍ରେଣ୍ଡ୍‌ କରୁଛି । ଏହି ଲାୟନ ଲଜ୍‌ ବିଷୟରେ ଜାଣନ୍ତୁ । କେଣ୍ଟ୍‌ ସ୍ଥିତ ପୋର୍ଟ ଲିମ୍ପନେ ହୋଟେଲ … Continue reading ଦେଖନ୍ତୁ ଭିଡିଓ ; ଏଠାରେ ସିଂହ ନିକଟରେ ଶୋଇବାକୁ ଆସନ୍ତି ପର୍ଯ୍ୟଟକ, ହୋଟେଲ୍‌ ନା ଆଉ କିଛି..