ଛାତ୍ର ପାଣିରେ ବୁଡି ମୃତ୍ୟୁ ମାମଲା ; ହଷ୍ଟେଲ ଅଧିକ୍ଷକ ନିଲମ୍ବିତ

0

କନ୍ଧମାଳ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବସ୍ତିଙ୍ଗିଆ ସେବାଶ୍ରମରେ ଛାତ୍ର ପାଣିରେ ବୁଡି ମୃତ୍ୟୁ ମାମଲାରେ ସହକାରୀ ହଷ୍ଟେଲ ଅଧିକ୍ଷକ ପ୍ରଭାକର ପ୍ରଧାନ ନିଲମ୍ବିତ ହୋଇଛନ୍ତି । ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଛନ୍ତି । ପୂର୍ବରୁ ଏହି ଘଟଣାରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା ।

Leave A Reply