www.samajalive.in
Friday, December 5, 2025
20.1 C
Bhubaneswar

ଜ୍ୟୋତିଙ୍କ ମୁହଁରୁ ସତ ଓଗାଳୁଛି ପୁଲିସ, ହେଲା ବଡ ଖୁଲାସା

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରି ଜେରା କରାଯିବା ପରେ ରିମାଣ୍ଡରେ ନେଇ ସତ ଓଗାଳୁଛି ପୁଲିସ । ଜ୍ୟୋତିଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଥିବା ବେଳେ ଏବେ ଆଉ ଏକ ରାଜ ପଦାକୁ ଆସିଛି । ପାକିସ୍ତାନ ଗୁପ୍ତଚର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ତଦନ୍ତ ଚାଲୁଥିବା ବେଳେ ଏବେ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି । ଏବେ ଜଣାପଡିଛି ଯେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ପହଲଗାଓଁ ଆକ୍ରମଣର କିଛଇ ଦିନ ପୂର୍ବରୁ ପାକିସ୍ତାନ ଯାଇଥିଲେ । ଏହାସହିତ ଆତଙ୍କବାଦୀଙ୍କ ଆକ୍ରମଣ ପୂର୍ବରୁ ସେ ପହଲଗାଓଁ ମଧ୍ୟ ଯାଇଥିଲେ । ଆହୁରି ମଧ୍ୟ ଖୁଲାସା ହୋଇଛି କି ଜ୍ୟୋତି ଚୀନ ମଧ୍ୟ ଯାଇଥିଲେ ।

ତଦନ୍ତ ବେଳେ ଜଣାପଡିଛି ଯେ ଏପ୍ରିଲରେ ହୋଇଥିବା ପହଲଗାଓଁ ଆକ୍ରମଣର ତିନି ମାସ ପୂର୍ବରୁ ଜ୍ୟୋତି ପାକିସ୍ତାନ ଯାଇଥିଲେ । ଏହାସହିତ ଜଣାପଡିଛି ଯେ ପାକିସ୍ତାନୀ ଉଚ୍ଚାୟୋକ୍ତର ଏକ କର୍ମଚାରୀ ଦାନିଶ ଜ୍ୟୋତିଙ୍କୁ ହନିଟ୍ରାପରେ ଫସାଇଥିଲେ । କୁହାଯାଉଛି ଯେ ଦାନିଶ ପାକିସ୍ତାନ ଆଇଏସଆଇ ସହିତ ଜଡିତ । ଦାନିଶର ଇସାରାରେ ପାକିସ୍ତାର ଗୁପ୍ତଚର ଭାବେ ଜ୍ୟୋତି କାମ କରୁଥିବା ଅଭିଯୋଗ ହୋଇଛି । ପାକିସ୍ତାନର ଏଜେନ୍ସି ଆଇଏସଆଇକୁ ସମ୍ବେଦନଶୀଳ ସୂଚନା ଦେବା ଅଭିଯୋଗରେ ଗିରଫ କରାଯାଇଛି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories