ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆକ୍ରମଣରେ ସଂପୃକ୍ତି ଥିବା ୩ ଜଣ ପାକିସ୍ତାନୀ ଆତଙ୍କୀଙ୍କ ଫୋଟ ଜାରି କରିଛି ଭାରତୀୟ ସୁରକ୍ଷା ଏଜେନ୍ସି । ଜାମ୍ମୁ-କାଶ୍ମୀରର ସୋପିଆନର ବିଭିନ୍ନ ସ୍ଥାନରେ ଲାଗିଛି ଏହି ପୋଷ୍ଟର । ପହଲଗାଓଁ ଆକ୍ରମଣରେ ଏମାନଙ୍କ ସଂପୃକ୍ତ ଥିବା ସୂଚନା ମିଳିଛି । ଏହି ୩ଜଣଙ୍କ ନାଁରେ ୨୦ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି ।
Popular Categories



