www.samajalive.in
Monday, December 15, 2025
15.1 C
Bhubaneswar

୧୦ ମିଟର ଏୟାର ପିସ୍ତଲରେ ଭାରତର ଜିତୁ ରାଏ ଜିତିଲେ ସ୍ୱର୍ଣ୍ଣ

ଗୋଲ୍ଡକୋଷ୍ଟ: ଏଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ଭାରତର ଜିତୁ ରାଏ  ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।ଏହି ପ୍ରତିଯୋଗିତାରେ  ମିଥାର୍ଭାଲ କାଂସ୍ୟ ପଦକ ଜିତିଛନ୍ତି । ମହିଳା ୧୦ ମିଟର ଏୟାର ପିସ୍ତଲରେ ମେହୁଲି ଘୋଷ  ରୌପ୍ୟ ଓ ଅପୂର୍ବି ଚାଣ୍ଡୋଲା କାଂସ୍ୟ ପଦକ ଜିତିଛନ୍ତି । ୧୦୫ କିଲୋଗ୍ରାମ ଭାର ଉତ୍ତୋଳନରେ ପ୍ରଦୀପ ସିଂ ରୌପ୍ୟ ପଦକ ଜିତିଛନ୍ତି ।

ରବିବାରରେ ଭାରତୀୟ କ୍ରୀଡ଼ାବିତ୍‍ମାନେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ସହିତ ମୋଟ ୪ଟି ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିଲେ। ମହିଳା ଭାରୋତ୍ତୋଳନ ୬୯ କେଜି ବର୍ଗରେ ପୁନମ ଯାଦବ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏଥିସହିତ ୧୦ ମି ମହିଳା ବନ୍ଧୁକ ଚାଳନାରେ ମନୁ ଭାକର ସ୍ୱର୍ଣ୍ଣ ପଦକ ଓ ହିନା ସିନ୍ଧୁ ରୌପ୍ୟ ପଦକ ଜିତିଥିଲେ। ପୁରୁଷ ୧୦ ମି ବନ୍ଧୁକ ଚାଳନାରେ ରବି କୁମାର କାଂସ୍ୟ ପଦକ ଜିତିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories