www.samajalive.in
Monday, December 15, 2025
26.1 C
Bhubaneswar

ଜିଓର ଶସ୍ତା ରିଚାର୍ଜ ପ୍ଲାନ୍‌; ଦାମ୍‌ ୨୦ ଟଙ୍କାରୁ ବି କମ୍‌..

ନୂଆଦିଲ୍ଲୀ : ରିଲାଏନ୍ସ ଜିଓର ଅନେକ ରିଚାର୍ଜ ପ୍ଲାନ୍‌ ରହିଛି । ୩୦୦ ଟଙ୍କାରୁ କମ୍‌ ମଧ୍ୟ ଅନେକ ପ୍ରିପେଡ୍‌ ପ୍ଲାନ୍‌ ରହିଛି । ଏଥିରେ ୧.୫ ଜିବି ଦୈନିକ ଡାଟା ସହ ଆସୁଛି । ଜାଣନ୍ତୁ..
ଜିଓର ୩ଟି ପ୍ଲାନ୍‌ ମଧ୍ୟରୁ ୩୦୦ ଟଙ୍କାରୁ କମ୍‌ ପ୍ଲାନ୍‌ ଗୁଡିକ ହେଉଛି, ୧୯୯, ୨୩୯ ଓ ୨୯୯ । ଏଥିରେ ଦୈନିକ ୧.୫ ଜିବି ଡାଟା ମିଳିଥାଏ ।

୧୯୯ ପ୍ଲାନ୍‌
ଏହି ପ୍ଲାନ୍‌ର ସମୟସୀମା ୧୮ ଦିନ ପର୍ଯ୍ୟନ୍ତ । ଏଥିରେ ଉପଭୋକ୍ତାଙ୍କୁ ୧.୫ ଜିବି ଦୈନିକ ଡାଟା, ଅସୀମିତ କଲିଙ୍ଗ ଓ ୧୦୦ ଏସଏମଏସ ସୁବିଧା ମିଳିବ । ଏଥିରେ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡ୍‌ ସାମିଲ ରହିଛି ।

- Advertisement -

୨୩୯ ପ୍ଲାନ୍‌
ଏହି ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ୨୨ ଦିନ ପର୍ଯ୍ୟନ୍ତ ସେବା ମିଳିବ । ଦୈନିକ ୧.୫ ଜିବି ଡାଟା ଏହାସହ ୧୯୯ରେ ଯେଉଁ ସବୁ ସୁବିଧା ରହିଛି, ଏଥିରେ ମଧ୍ୟ ମିଳିବ ।

ମାତ୍ର ୫ ଦିନ ପରେ ବୁଧ ଚଳନ; ଏହି ୫ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌..

୨୯୯ ପ୍ଲାନ୍‌
ଏହି ପ୍ଲାନ୍‌ର ସମୟ ସୀମା ୨୮ ଦିନ ପର୍ଯ୍ୟନ୍ତ । ଉପଭୋକ୍ତାଙ୍କୁ ଅସୀମିତ କଲିଙ୍ଗ୍‌, ୧୦୦ ଏସଏମଏସ, ଦୈନିକ ୧.୫ ଜିବି ଦୈନିକ ଡାଟା ସହ ଜିଓ ଟିଭି, ଜିଓ କ୍ଲାଉଡ୍‌ ଓ ଜିଓ ସିନେମା ସାମିଲ ରହିଛି ।

ଏହି ପ୍ଲାନ୍‌ ବିଷୟରେ ଦେଖିବାକୁ ଗଲେ, ୧୯୯ ପ୍ଲାନ୍‌ରେ ଦୈନିକ ୧୧.୦୫ ଟଙ୍କା, ୨୩୯ ପ୍ଲାନ୍‌ରେ ୧୦.୮୬ ଟଙ୍କା ଓ ୨୯୯ ପ୍ଲାନ୍‌ରେ ଦୈନିକ ୧୦.୬୭ ଟଙ୍କା ରହିଛି ।

ଭିଡିଓରେ ଦେଖନ୍ତୁ ନାଗ-ନାଗୁଣୀ ଖେଳ, ବୁଦା ଭିତରୁ ରାସ୍ତା ଉପରକୁ ହଠାତ୍‌ ଆସି..

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories