www.samajalive.in
Thursday, December 11, 2025
18.1 C
Bhubaneswar

ଭିଡିଓରେ ଦେଖନ୍ତୁ ନାଗ-ନାଗୁଣୀ ଖେଳ, ବୁଦା ଭିତରୁ ରାସ୍ତା ଉପରକୁ ହଠାତ୍‌ ଆସି..

ନୂଆଦିଲ୍ଲୀ : ନିକଟରେ ସୋସିଆଲ ମିଡିଆରେ ହୋସ୍‌ ଉଡାଇବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ନାଗ ଓ ନାଗୁଣୀ ହଠାତ୍‌ ଏକ ବୁଦା ଭିତରୁ ରାସ୍ତା ଉପରକୁ ଆସି ଖେଳୁଥିବା ଦେଖାଯାଉଛି । ଲୋକେ ଭିଡିଓକୁ ଦେଖିବା ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

- Advertisement -

ଭିଡିଓରେ ଦେଖିପାରିବେ, ନାଗ ଓ ନାଗୁଣୀ ହଠାତ୍‌ ବୁଦା ଭିତରୁ ବାହାରି ରାସ୍ତା ଉପରକୁ ପଳାଇ ଆସୁଛନ୍ତି । ଏଭଳି ଦୃଶ୍ୟ ଖୁବ୍‌ କମ୍‌ ଦେଖିବାବୁ ମିଳେ ବୋଲି କୁହାଯାଉଛି । ରାସ୍ତାରେ ଯାଉଥିବା ଲୋକେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ଚକିତ ହେବା ସହ ସଭିଁଙ୍କ ଧ୍ୟାନକୁ ଭିଡିଓଟି ଆକର୍ଷିତ କରୁଛି । କିଛି ଲୋକ ଭିଡିଓକୁ କ୍ୟାମେରାରେ କଏଦ କରିବା ସହ କିଛି ଏହାକୁ ଫିଲ୍ମର ଦୃଶ୍ୟ ବୋଲି ମଧ୍ୟ କହିଛନ୍ତି।

ମାତ୍ର ୫ ଦିନ ପରେ ବୁଧ ଚଳନ; ଏହି ୫ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌..

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories