www.samajalive.in
Sunday, December 7, 2025
26.1 C
Bhubaneswar

ଜିଓ ପୁଣି ଆଣିଲା ଶସ୍ତା ରିଚାର୍ଜ ପ୍ଲାନ୍‌; ମାତ୍ର ଏତିକି ଟଙ୍କାରେ ମିଳିବ ୫ଜି ଅନଲିମିଟେଡ୍‌ ଡାଟା..

ନୂଆଦିଲ୍ଲୀ : ଜିଓ ଜୁଲାଇରେ ନିଜ ରିଚାର୍ଜ ପ୍ଲାନ୍‌ରେ ଅନେକ ପରିବର୍ତ୍ତନ ଆଣିଛି । ଯଦି ଆପଣ କୌଣସି ନୂଆ ପ୍ରିପେଡ୍‌ ପ୍ଲାନ୍‌ ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି କିଛି ଉତ୍ତମ ବିକଳ୍ପ । ଜିଓ ଏଭଳି ଏକ ପ୍ଲାନ୍‌ ରହିଛି ଯାହା ଅସୀମିତ ୫ଜି ଡାଟା ଅଫର୍‌ ପ୍ରଦାନ କରୁଛି । ଏହାର ଦାମ୍‌ ମଧ୍ୟ ଖୁବ୍‌ କମ୍‌ । ଫଳରେ ଅନେକ ଉପଭୋକ୍ତା ଏହି ଅଫର୍‌କୁ ବେଶ ପସନ୍ଦ କରୁଛନ୍ତି । ଜାଣନ୍ତୁ ଏହି ରିଚାର୍ଜ ପ୍ଲାନ୍‌ ବିଷୟରେ..

ଜିଓ ୧୦୧ ଟଙ୍କାର ନୂଆ ରିଚାର୍ଜ ପ୍ଲାନ୍‌ ଆଣିଛି । ଏହା  ‘True Unlimited Upgrades’ସହ ଆସୁଛି । ଏହାକୁ କିଣିବାକୁ ଆପଣଙ୍କୁ ମାତ୍ର ୧୦୧ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହା ଜାରି ରହିଥିବା ପ୍ଲାନ୍‌ ସହ ସକ୍ରିୟ ରହିଥାଏ । ଏହି ପ୍ଲାନ୍‌ କିଣିବା ଦ୍ୱାରା ଆପଣଙ୍କୁ ଅତିରିକ୍ତ ୬ଜି ଡାଟା ପ୍ରଦାନ କରିବ ।

- Advertisement -

ଅର୍ଥାତ୍‌ ପୂର୍ବରୁ ଯଦି ଆପଣଙ୍କ ପାଖରେ ସକ୍ରିୟ ପ୍ଲାନ୍‌ ରହିଛି, ତେବେ ଏହାକୁ ଆପଣ ରିଚାର୍ଜ କରି ପାରିବେ । Jio True 5G Network ସହ ଯୋଡି ହେଲେ ଅସୀମିତ ୫ଜି ଡାଟା ଫିଚର୍‌ ମଧ୍ୟ ଏଥିରେ ମିଳି ପାରିବ ।

୧୭ ଅକ୍ଟୋବରରେ ତୁଳା ରାଶିରେ ବୁଦ୍ଧାଦିତ୍ୟ ଯୋଗ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories