www.samajalive.in
Saturday, December 6, 2025
16.1 C
Bhubaneswar

ଝାରସୁଗୁଡା ଉପନିର୍ବାଚନ : ଆଗରେ ବିଜେଡି..

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ପାଇଁ ଶନିବାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇ ସାରିଛି। ଭୋଟ ଗଣତି ଚାଲିଥିବା ବେଳେ ଏଯାଏଁ ଆଗରେ ରହିଛି ବିଜେଡି। ଅଷ୍ଟମ ରାଉଣ୍ଡ ସୁଦ୍ଧା ଆଗରେ ରହିଛି ବିଜେଡି। ବିଜେଡିର ଦିପାଳୀ ଦାସ ୧୮,୨୪୬ ଭୋଟରେ ଆଗୁଆ ରହିଛନ୍ତି। ଏହାସହ ଦ୍ୱିତୀୟ ସ୍ଥାନରେ ବିଜେପି , ତୃତୀୟରେ କଂଗ୍ରେସ ରହିଛି। ସମୁଦାୟ ୧୮ ରାଉଣ୍ଡରେ ଗଣତି ହେବ।
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ବିଜେପି ପ୍ରାଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୭୦୬ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ। ମେ’୧୦ ତାରିଖରେ ଭୋଟ୍‌‌ ଗ୍ରହଣ କରାଯାଇଥିବା ବେଳେ ଆଜି ଭୋଟ୍‌‌ ଗଣତି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories